ବାରହା ଫାଶ ନେଲା ଜୀବନ
ବାରହା_ଫାଶ_ନେଲା_ଜୀବନ ବାରହା ଫାଶରେ ଲାଗି ଚାଲିଗଲା ଚାଷୀଙ୍କ ମୃତ୍ୟୁ। ନିଜ ବିଲକୁ ଯିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତିକୁ ଗିରଫ ଦାବିରେ ପରିବାର ଲୋକ ରାସ୍ତାରୋକ କରିଥିଲେ।