ବାରିପଦାରେ ଅଘଟଣ: ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଅସ୍ଵାଭାବିକ ମୃତ୍ୟୁ, ୩ ଗୁରୁତର
ବାରିପଦା: ଅସ୍ଵାଭାବିକ ଭାବେ ଅଚାନକ ଅସୁସ୍ଥ ହେବାରୁ ପାନ୍ଦଡା ସ୍ଥିତ ହରିଶଚନ୍ଦ୍ର ବିଦ୍ୟାମନ୍ଦିର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଛାତ୍ରୀ ଅସୁସ୍ଥ ଅଛନ୍ତି। ସମସ୍ତଙ୍କୁ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଥି ମଧ୍ୟରୁ ତିନି ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। Also read- ଲକ୍ଷ୍ମୀବସରେ ଚାକିରି କରାଇ ଦେବାକୁ କହି ଠକେଇ, ଦୁଇ ଗିରଫ ମୃତକ ଛାତ୍ରୀ ଜଣକ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ପାନ୍ଦଡା ସ୍ଥିତ ହରିଶଚନ୍ଦ୍ର ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ୮ବର୍ଷର ସୌଦାମିନୀ ମାରାଣ୍ଡି । ମୃତ ଛାତ୍ରୀଙ୍କ ବାପା ମାଆ ଙ୍କ ଅଭିଯୋଗ ମୁତାବକ ଶନିବାର ଠାରୁ ସୌଦାମିନୀଙ୍କ ଦେହ ଖରାପ ହୋଇଥିବା ବେଳେ ସ୍କୁଲ କର୍ତୃପକ୍ଷ କିମ୍ୱା ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରୋନ କାହାରିକୁ ଖବର ଦେଇ ନଥିଲେ କିମ୍ବା ଡାକ୍ତର ଙ୍କ ମଧ୍ୟ ପରାମର୍ଶ ନେଇ ନଥିଲେ। ସେପଟେ ରବିବାର ସେହି ହଷ୍ଟେଲ ଅନ୍ୟ ୫ ଜଣ ଆଜି ମଧ୍ୟାହ୍ନ ଖାଦ୍ୟ ଖାଇ ସାରିବା ପରେ ଦେହ ଖରାପ ହୋଇଥିବାର ଅଭିଯୋଗ ହୋଇଛି। ସେପଟେ ହଷ୍ଟେଲ ଦାୟିତ୍ଵରେ ଥିବା ମେଟ୍ରୋନଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। The post ବାରିପଦାରେ ଅଘଟଣ: ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଅସ୍ଵାଭାବିକ ମୃତ୍ୟୁ, ୩ ଗୁରୁତର appeared first
ବାରିପଦା: ଅସ୍ଵାଭାବିକ ଭାବେ ଅଚାନକ ଅସୁସ୍ଥ ହେବାରୁ ପାନ୍ଦଡା ସ୍ଥିତ ହରିଶଚନ୍ଦ୍ର ବିଦ୍ୟାମନ୍ଦିର ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଛାତ୍ରୀ ଅସୁସ୍ଥ ଅଛନ୍ତି। ସମସ୍ତଙ୍କୁ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଥି ମଧ୍ୟରୁ ତିନି ଜଣଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
Also read- ଲକ୍ଷ୍ମୀବସରେ ଚାକିରି କରାଇ ଦେବାକୁ କହି ଠକେଇ, ଦୁଇ ଗିରଫ
ମୃତକ ଛାତ୍ରୀ ଜଣକ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ପାନ୍ଦଡା ସ୍ଥିତ ହରିଶଚନ୍ଦ୍ର ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀର ୮ବର୍ଷର ସୌଦାମିନୀ ମାରାଣ୍ଡି । ମୃତ ଛାତ୍ରୀଙ୍କ ବାପା ମାଆ ଙ୍କ ଅଭିଯୋଗ ମୁତାବକ ଶନିବାର ଠାରୁ ସୌଦାମିନୀଙ୍କ ଦେହ ଖରାପ ହୋଇଥିବା ବେଳେ ସ୍କୁଲ କର୍ତୃପକ୍ଷ କିମ୍ୱା ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରୋନ କାହାରିକୁ ଖବର ଦେଇ ନଥିଲେ କିମ୍ବା ଡାକ୍ତର ଙ୍କ ମଧ୍ୟ ପରାମର୍ଶ ନେଇ ନଥିଲେ। ସେପଟେ ରବିବାର ସେହି ହଷ୍ଟେଲ ଅନ୍ୟ ୫ ଜଣ ଆଜି ମଧ୍ୟାହ୍ନ ଖାଦ୍ୟ ଖାଇ ସାରିବା ପରେ ଦେହ ଖରାପ ହୋଇଥିବାର ଅଭିଯୋଗ ହୋଇଛି। ସେପଟେ ହଷ୍ଟେଲ ଦାୟିତ୍ଵରେ ଥିବା ମେଟ୍ରୋନଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
The post ବାରିପଦାରେ ଅଘଟଣ: ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଅସ୍ଵାଭାବିକ ମୃତ୍ୟୁ, ୩ ଗୁରୁତର appeared first on Prameya News7.