ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର
ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର। ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ ଆସିଲେ, ରିଅଲ ଇଷ୍ଟେଟ୍ ସଂସ୍ଥାର \'ଫରେନ୍ସିକ୍\' ଅଡିଟ୍ କରାଇବ ରେରା। ସ୍ବତନ୍ତ୍ର ଚାଟାର୍ଡ ଫାର୍ମ ଜରିଆରେ ହେବ ଅଡିଟ୍। ଅର୍ଥ ହେରଫେର ଜଣାପଡ଼ିଲେ, ପ୍ରକଳ୍ପ ଖର୍ଚ୍ଚର ୧୦ ପ୍ରତିଶତ ତଣ୍ଡ ଗଣିବେ ବିଲ୍ଡର।