ବାହାଘରର ଦିନକୁ ପୂର୍ବରୁ ବରକୁ ଟାଣିନେଲା ଯମ

ମଙ୍ଗନ ପାଇଁ ସରିଥିଲା ପ୍ରସ୍ତୁତି । ଘରେ ବନ୍ଧୁବାନ୍ଧବ ଏକାଠି ହେଉଥିଲେ, ବେଦି ବାନ୍ଧିବାକୁ ସଜଡ଼ା ଯାଇଥିଲା ଜାଗା । ହେଲେ ପୁଅ ବର ହୋଇ ବେଦିକୁ ଯିବାର ଗୋଟିଏ ଦିନ ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇଗଲା । ନିର୍ବନ୍ଧ ସାରି ବର ସାଜିବାକୁ ଖୁସି ହେଉଥିବା ପୁଅଟା ଶବ ପାଲଟିଗଲା ।

ବାହାଘରର ଦିନକୁ ପୂର୍ବରୁ ବରକୁ ଟାଣିନେଲା ଯମ
Array