ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ବର୍ଷେ, ସକାଳୁ ସକାଳୁ ଆଉ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା
ପଞ୍ଜାବ,୨।୬: ପୁଣି ଘଟିଛି ବଡ଼ ଟ୍ରେନ୍ ଦୁର୍ଘଟଣା। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ଆଜି ବର୍ଷେ ପୁରୁଥିବାବେଳେ ଆଉ ଏକ ଟ୍ରେନ୍ ଟ୍ରାଡେଜି ହୋଇଛି। ଯେଉଁଥିରେ ଦୁଇ ଲୋକ ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ମାଲବାହୀ ଟ୍ରେନ୍ ପରସ୍ପର ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରେନ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଶ୍ରୀ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […] The post ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ବର୍ଷେ, ସକାଳୁ ସକାଳୁ ଆଉ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା appeared first on Dharitri Odia News.
ପଞ୍ଜାବ,୨।୬: ପୁଣି ଘଟିଛି ବଡ଼ ଟ୍ରେନ୍ ଦୁର୍ଘଟଣା। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ଆଜି ବର୍ଷେ ପୁରୁଥିବାବେଳେ ଆଉ ଏକ ଟ୍ରେନ୍ ଟ୍ରାଡେଜି ହୋଇଛି। ଯେଉଁଥିରେ ଦୁଇ ଲୋକ ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ମାଲବାହୀ ଟ୍ରେନ୍ ପରସ୍ପର ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରେନ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ଆହତଙ୍କୁ ଶ୍ରୀ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଜିନ୍ଦର ହସ୍ପିଟାଲ ପଟିଆଲାକୁ ରେଫର୍ କରାଯାଇଛି। ସେପଟେ ଦୁର୍ଘଟଣାସ୍ଥଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟ ଟ୍ରେନ ପୂରାପୁରି କ୍ଷତିଗ୍ରସ୍ତ ହୋଇ ପଡିଛି। ଏଯାଏଁ କୌଣସି କ୍ଷୟକ୍ଷତି ସମ୍ପର୍କିତ ସୂଚନା ମିଳିନାହିଁ।
The post ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ବର୍ଷେ, ସକାଳୁ ସକାଳୁ ଆଉ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା appeared first on Dharitri Odia News.