ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ବେଳେ ରାସ୍ତାରେ ପଡ଼ିଥିବା ଗଛକୁ ନିଜେ କାଟୁଥିବା ଦେଖିବାକୁ ମିଳିଥିଲା। ହ୍ୟାପପାଣ୍ଟ ଓ ରେନକୋର୍ଟ ପିନ୍ଧି ରାସ୍ତାରେ ପଡ଼ିଥିବା ଗଛକୁ କଟରେ କାଟି ରାସ୍ତା ସଫା କରିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକୁ ଦେଖି ତାଙ୍କ ସହ ଥିବା ତାଙ୍କ ସମର୍ଥକମାନେ […] The post ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ appeared first on Dharitri Odia News.

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ବେଳେ ରାସ୍ତାରେ ପଡ଼ିଥିବା ଗଛକୁ ନିଜେ କାଟୁଥିବା ଦେଖିବାକୁ ମିଳିଥିଲା। ହ୍ୟାପପାଣ୍ଟ ଓ ରେନକୋର୍ଟ ପିନ୍ଧି ରାସ୍ତାରେ ପଡ଼ିଥିବା ଗଛକୁ କଟରେ କାଟି ରାସ୍ତା ସଫା କରିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକୁ ଦେଖି ତାଙ୍କ ସହ ଥିବା ତାଙ୍କ ସମର୍ଥକମାନେ ରାସ୍ତାରୁ ଗଛ ସଫା କରିଥିଲେ।

The post ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ appeared first on Dharitri Odia News.