ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ…

ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍‌ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଇ ତାରା ବାହିନୀପତି କହିଛନ୍ତି, ବିଜେଡିରେ ବିରାଟ ଫାଙ୍କ ଥିବା ବେଳେ ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଡ୍ରାମା କରୁଛି ବିଜେଡି, ୨୦୦୦ […] The post ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ… appeared first on Dharitri Odia News.

ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ…

ଭୁବନେଶ୍ୱର,୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମ୍‌ପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାରି ମଧ୍ୟରେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଇ ତାରା ବାହିନୀପତି କହିଛନ୍ତି, ବିଜେଡିରେ ବିରାଟ ଫାଙ୍କ ଥିବା ବେଳେ ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, ଡ୍ରାମା କରୁଛି ବିଜେଡି, ୨୦୦୦ ମସିହାରୁ ଭାଜପା ସହ ଅଛି। ସରକାର ବିଜେଡିର ନାହିଁ କିନ୍ତୁ ସଂସଦରେ ସମର୍ଥନ ଦେଉଛନ୍ତି। ମାଇନ୍ସ ସ୍କାମ ହଜାର ହଜାର କୋଟିର, ଭୟରେ ବିଜେଡି। ନବୀନ ବାବୁଙ୍କ ଭାଜପା ପ୍ରତି ପ୍ରେମ ନୁହେଁ ଭୟ ବୋଲି ଭୟ କହିଛନ୍ତି।

The post ବାହିନୀପତିଙ୍କ ବିସ୍ଫୋରକ ବୟାନ: ବିଜୁ ଆଉ ପାଣ୍ଡିଆନ ଲୋକ… appeared first on Dharitri Odia News.