ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୩।୬: ଫ୍ଲିପ୍‌କାର୍ଟର ବହୁପ୍ରତୀକ୍ଷିତ ‘ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌-୨୦୨୪’ର ଶୁଭାରମ୍ଭ ନିକଟରେ ହୋଇଯାଇଛି, ଫ୍ୟାଶନର ଅନ୍ୟତମ ସର୍ବବୃହତ୍‌ ସେଲିବ୍ରେଶନ ‘ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌’ ଗ୍ରାହକଙ୍କୁ ଏକ ବିସ୍ତୃତ ଶୃଙ୍ଖଳାର ଟ୍ରେଣ୍ଡି ଷ୍ଟାଇଲ, ପ୍ରିମିୟମଗୁଡିକୁ ସେବା ଯୋଗ୍ୟ ସମସ୍ତ ପିନ୍‌କୋଡରେ ଡେଲିଭରି କରାଯିବ। ଏ ସମ୍ପର୍କରେ ଫ୍ଲିପ୍‌କାର୍ଟ ଫ୍ୟାଶନର ମୁଖ୍ୟ ଓ ଉପାଧ୍ୟକ୍ଷ ଆରିଫ୍‌ ମହମ୍ମଦ କହିଛନ୍ତି, ସିଜନ ପରେ ସିଜନ ଫ୍ଲିପ୍‌କାର୍ଟର ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ କେବଳ ଏକ ଫ୍ୟାଶନ […] The post ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ appeared first on Dharitri Odia News.

ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୩।୬: ଫ୍ଲିପ୍‌କାର୍ଟର ବହୁପ୍ରତୀକ୍ଷିତ ‘ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌-୨୦୨୪’ର ଶୁଭାରମ୍ଭ ନିକଟରେ ହୋଇଯାଇଛି, ଫ୍ୟାଶନର ଅନ୍ୟତମ ସର୍ବବୃହତ୍‌ ସେଲିବ୍ରେଶନ ‘ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌’ ଗ୍ରାହକଙ୍କୁ ଏକ ବିସ୍ତୃତ ଶୃଙ୍ଖଳାର ଟ୍ରେଣ୍ଡି ଷ୍ଟାଇଲ, ପ୍ରିମିୟମଗୁଡିକୁ ସେବା ଯୋଗ୍ୟ ସମସ୍ତ ପିନ୍‌କୋଡରେ ଡେଲିଭରି କରାଯିବ। ଏ ସମ୍ପର୍କରେ ଫ୍ଲିପ୍‌କାର୍ଟ ଫ୍ୟାଶନର ମୁଖ୍ୟ ଓ ଉପାଧ୍ୟକ୍ଷ ଆରିଫ୍‌ ମହମ୍ମଦ କହିଛନ୍ତି, ସିଜନ ପରେ ସିଜନ ଫ୍ଲିପ୍‌କାର୍ଟର ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ କେବଳ ଏକ ଫ୍ୟାଶନ ସପିଂ ଇଭେଣ୍ଟ ନୁହେଁ ବରଂ ଏହା ଏକ ଉତ୍ସବ ହୋଇଥିଲାବେଳେ ଆମକୁ ଆମର ଗ୍ରାହକଙ୍କ ପାଇଁ ଖୁସି ଆଣିବା ଲାଗି ଏହା ଏକ ସୁଯୋଗ ଦେଇଛି, କାରଣ ଆମେ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ଏବଂ ଶୀର୍ଷ ବ୍ରାଣ୍ଡ୍‌ଗୁଡିକରୁ ଟ୍ରେଣ୍ଡି ଷ୍ଟାଇଲର ବିସ୍ତୃତ ଶୃଙ୍ଖଳା ପ୍ରଦାନ କରିବା ଜାରି ରଖିଛୁ।

The post ବିଗ୍‌ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ appeared first on Dharitri Odia News.