ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ଛତ୍ରପୁର ୧୧/୯: ଛତ୍ରପୁର ଉପକାରାଗାରରେ ଅଘଟଣ । ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ  । ଗୁରୁତର କଏଦୀ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ । ୩ମାସ ତଳେ ସେ କୋଦଳା ଜେଲ୍‌ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ । ବୁଧବାର ସକାଳୁ ଧାରୁଆ କାଚ ଦ୍ବାରା ବେକକୁ କାଟିଦେଇଥିଲେ । ତୁରନ୍ତ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କେଉଁ କାରଣରୁ ଆଶୁତୋଷ ଏଭଳି କାଣ୍ଡ ଘଟାଇଲେ ସ୍ପଷ୍ଟ ହୋଇନି ।   