ବିଜୁ ଏକ୍ସପ୍ରେସୱେରେ ଗୁଳିକାଣ୍ଡ, ଦୁଇ ଯୁବକଙ୍କୁ ମୁଖା ପିନ୍ଧି ଆସି ଦୁର୍ବୃତ୍ତ କଲେ ଗୁଳିମାଡ
ସୁନ୍ଦରଗଡ ୧୫/୦୩: କୁତ୍ରା ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଗୁଳିକାଣ୍ଡ । ୪ ରୁ ୫ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଗୁଳି ଚାଳନା । ପିକଅପ୍ ଗାଡ଼ି ରେ ଥିବା ୨ ଯୁବକଙ୍କୁ ମାରିଲେ ଗୁଳି । ପିକ୍ ଅପ୍ରେ ଥିବା ଦୁଇ ବ୍ୟକ୍ତି ହେଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର । ଜଣଙ୍କ ଛାତି ରେ ଓ ଅନ୍ୟଜଣଙ୍କ ବେକ ରେ ବାଜିଛି ଗୁଳି । ତେବେ କାହିଁକି ଓ କଣ ପାଇଁ ଏହି ଗୁଳିମାଡ ହୋଇଛି ତାହା ଜଣାପଡ଼ିନି । ଖବର ପାଇ ଆହତଙ୍କ ଘର ଲୋକ ଘଟଣା ସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଛନ୍ତି ।ସୂଚନା ଥାଉକି, କୁତ୍ରା ନିକଟରେ ବିଜୁ ଏକ୍ସପ୍ରେସ ୱେରେ ୪ ରୁ ୫ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ । ତେବେ ଏହି ଗୁଳିମାଡରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ତେବେ ଗୁଳିକାଣ୍ଡର କାରଣ କଣ ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ଚିତ୍ର
ସୁନ୍ଦରଗଡ ୧୫/୦୩: କୁତ୍ରା ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଗୁଳିକାଣ୍ଡ । ୪ ରୁ ୫ ମୁଖା ପିନ୍ଧା ଯୁବକ ଆସି କଲେ ଅତର୍କିତ ଗୁଳି ଚାଳନା । ପିକଅପ୍ ଗାଡ଼ି ରେ ଥିବା ୨ ଯୁବକଙ୍କୁ ମାରିଲେ ଗୁଳି ।
ପିକ୍ ଅପ୍ରେ ଥିବା ଦୁଇ ବ୍ୟକ୍ତି ହେଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର । ଜଣଙ୍କ ଛାତି ରେ ଓ ଅନ୍ୟଜଣଙ୍କ ବେକ ରେ ବାଜିଛି ଗୁଳି । ତେବେ କାହିଁକି ଓ କଣ ପାଇଁ ଏହି ଗୁଳିମାଡ ହୋଇଛି ତାହା ଜଣାପଡ଼ିନି । ଖବର ପାଇ ଆହତଙ୍କ ଘର ଲୋକ ଘଟଣା ସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଛନ୍ତି ।
ସୂଚନା ଥାଉକି, କୁତ୍ରା ନିକଟରେ ବିଜୁ ଏକ୍ସପ୍ରେସ ୱେରେ ୪ ରୁ ୫ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ । ତେବେ ଏହି ଗୁଳିମାଡରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ତେବେ ଗୁଳିକାଣ୍ଡର କାରଣ କଣ ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ଚିତ୍ର