ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି ବିଜେଡି। ଏହା ଅକ୍ଷମଣୀୟ ଅପରାଧ, ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି। ପ୍ରତିମୂର୍ତ୍ତି ପୋଡ଼ିବା ଭାଜପାର ପ୍ରୟୋଜିତ ଷଡଯନ୍ତ୍ର ଏଥିପାଇଁ ବହୁମୂଲ୍ୟ ଭାଜପାକୁ ଆଗକୁ ଦେବାକୁ ପଡ଼ିବ ବୋଲି ବିଜେଡି କହିଛି। ଏହି ପ୍ରେସ୍‌ମିଟ୍‌ରେ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା ଉପସ୍ଥିତ ଥିଲେ। The post ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ… appeared first on Dharitri Odia News.

ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି ବିଜେଡି। ଏହା ଅକ୍ଷମଣୀୟ ଅପରାଧ, ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି। ପ୍ରତିମୂର୍ତ୍ତି ପୋଡ଼ିବା ଭାଜପାର ପ୍ରୟୋଜିତ ଷଡଯନ୍ତ୍ର ଏଥିପାଇଁ ବହୁମୂଲ୍ୟ ଭାଜପାକୁ ଆଗକୁ ଦେବାକୁ ପଡ଼ିବ ବୋଲି ବିଜେଡି କହିଛି।
ଏହି ପ୍ରେସ୍‌ମିଟ୍‌ରେ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା ଉପସ୍ଥିତ ଥିଲେ।

The post ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ… appeared first on Dharitri Odia News.