ବିଜେଡି ଛାଡ଼ିଲେ ସୁର ସେଠୀ
କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ ଇସ୍ତଫା ଦେଇଛନ୍ତି। ତେବେ ଦଳ କାକଟପୁର ବିଧାନସଭା ଆସନରୁ ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇଛି। ପ୍ରକାଶ ଯେ, ଚଳିତ ନିର୍ବାଚନୀ ଋତୁରେ ଅନେକ ବିଜେଡି, ଭାଜପା ନେତା ଟିକେଟ ନ ପାଇ ଦଳ ଛାଡ଼ୁଥିବା ନଜିର ରହିଛି। ଏପରିକି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିରୋଧୀ ଦଳରୁ ଟିକେଟ ମଧ୍ୟ ମିଳୁଛି। […] The post ବିଜେଡି ଛାଡ଼ିଲେ ସୁର ସେଠୀ appeared first on Dharitri Odia News.
କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ ଇସ୍ତଫା ଦେଇଛନ୍ତି। ତେବେ ଦଳ କାକଟପୁର ବିଧାନସଭା ଆସନରୁ ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇଛି।
ପ୍ରକାଶ ଯେ, ଚଳିତ ନିର୍ବାଚନୀ ଋତୁରେ ଅନେକ ବିଜେଡି, ଭାଜପା ନେତା ଟିକେଟ ନ ପାଇ ଦଳ ଛାଡ଼ୁଥିବା ନଜିର ରହିଛି। ଏପରିକି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିରୋଧୀ ଦଳରୁ ଟିକେଟ ମଧ୍ୟ ମିଳୁଛି। ଏବେ ସୁରେନ୍ଦ୍ରଙ୍କ ଇସ୍ତଫା ଟିକେଟ ପାଇଁ କିମ୍ବା ଅନ୍ୟ ଆଶାକୁ ନେଇ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
The post ବିଜେଡି ଛାଡ଼ିଲେ ସୁର ସେଠୀ appeared first on Dharitri Odia News.