ବିଜେଡି ଛାଡ଼ିଲେ, କଂଗ୍ରେସରେ ମିଶିଲେ: ଚିତ୍କାର କରି କହିଲେ ଶଙ୍ଖଘରର ଗୁମର କଥା
ଏମିତିକି ମହିଳାଙ୍କୁ ବିଜେଡିରେ ସୁଯୋଗ ମିଳେନି । ଖାଲି ସେତିକି ନୁହେଁ ଗଞ୍ଜାମ ଜିଲ୍ଲାର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉଦାହରଣ ଦେଇ ବିଜେଡିର ଗୋହି ଖୋଲିଛନ୍ତି ସୁନୀତା । ଆରତୀ ସର୍ବ କନିଷ୍ଠ ସରପଞ୍ଚ ହେଇ ବି ବିଜେଡିରେ ସୁଯୋଗ ମିଳିନଥିଲା ତେଣୁ ସେ ଦଳ ଛାଡ଼ିଲେ ।