ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି ।  ସରକାରଙ୍କ ଜନବିରୋଧୀ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଜଣାଇବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ।  ଏଥିସହ ନୂଆ ବିଶ୍ବାସ ସହ ନୂଆ ଓଡ଼ିଶା ଗଠନ ପାଇଁ ଉତ୍ସାର୍ଗୀକୃତ କାର୍ଯ୍ୟ କରିବାକୁ ସେ ଦଳର ସମସ୍ତ ନେତା, ପଦାଧିକାରୀୟ, କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଦଳର ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ ବୋଲି।  ଏହି ଅବସରରେ ଦଳର ଛାମୁଆ ନେତୃତ୍ବ, ପଦାଧିକାରୀ […] The post ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି appeared first on KNews Odisha.

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି
naveen

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି ।  ସରକାରଙ୍କ ଜନବିରୋଧୀ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଜଣାଇବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ।  ଏଥିସହ ନୂଆ ବିଶ୍ବାସ ସହ ନୂଆ ଓଡ଼ିଶା ଗଠନ ପାଇଁ ଉତ୍ସାର୍ଗୀକୃତ କାର୍ଯ୍ୟ କରିବାକୁ ସେ ଦଳର ସମସ୍ତ ନେତା, ପଦାଧିକାରୀୟ, କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଦଳର ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ ବୋଲି।  ଏହି ଅବସରରେ ଦଳର ଛାମୁଆ ନେତୃତ୍ବ, ପଦାଧିକାରୀ ତଥା ଶୁଭେଛୁମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମିଳନୀ କରି ଗତ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ସାମ୍ପ୍ରତିକ ସରକାରଙ୍କ କାର୍ଯ୍ୟକ୍ରମ ଲୋକଲୋଚନକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦର ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ପ୍ରତି ପ୍ରତିଶ୍ରୁତିର ଖିଲାପ ସଂପର୍କରେ ଆଲୋଚନା କରିବାକୁ କହିଛନ୍ତି।

The post ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ କର୍ମୀ ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି appeared first on KNews Odisha.