ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା

ନିଶ୍ଚିନ୍ତକୋଇଲି,୧୭।୨ (ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଦନ ମଣ୍ଡପରେ ଏକ ନିଆରା ବାହାଘର ଦେଖିବାକୁ ମିଳଛି। ଏହି ବାହାଘରକୁ କଂଗ୍ରସେ କର୍ମୀ ଆୟୋଜନ କରିଛନ୍ତି। କଂଗ୍ରେସ ପିସିସି ସଭ୍ୟ ପ୍ରଦୀପ୍ତ ଦାସ ଦାୟିତ୍ୱ ତୁଲାଇଛନ୍ତି। କଂଗ୍ରସେ ପକ୍ଷରୁ ମଣ୍ଡପ, ବେଦି, ପୂରହିତ ଓ ଭୋଜିଭାତ କରାଯାଇଛି। ବର ଭାବେ କୃଷ୍ଣ ଚନ୍ଦ୍ର ପଣ୍ଡା ନରେନ୍ଦ୍ର ମୋଦି ଫଟୋ ପିନ୍ଦି ବେଦିକୁ ଯାଇଥିଲେ। ପରେ ସରସ୍ବତୀ ପଣ୍ଡା ନବୀନ ପଟ୍ଟନାୟକଙ୍କ ଫୋଟ ପିନ୍ଧି […] The post ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା appeared first on Dharitri Odia News.

ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା

ନିଶ୍ଚିନ୍ତକୋଇଲି,୧୭।୨ (ଅଶୋକ କୁମାର ମହାପାତ୍ର ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଦନ ମଣ୍ଡପରେ ଏକ ନିଆରା ବାହାଘର ଦେଖିବାକୁ ମିଳଛି। ଏହି ବାହାଘରକୁ କଂଗ୍ରସେ କର୍ମୀ ଆୟୋଜନ କରିଛନ୍ତି। କଂଗ୍ରେସ ପିସିସି ସଭ୍ୟ ପ୍ରଦୀପ୍ତ ଦାସ ଦାୟିତ୍ୱ ତୁଲାଇଛନ୍ତି। କଂଗ୍ରସେ ପକ୍ଷରୁ ମଣ୍ଡପ, ବେଦି, ପୂରହିତ ଓ ଭୋଜିଭାତ କରାଯାଇଛି। ବର ଭାବେ କୃଷ୍ଣ ଚନ୍ଦ୍ର ପଣ୍ଡା ନରେନ୍ଦ୍ର ମୋଦି ଫଟୋ ପିନ୍ଦି ବେଦିକୁ ଯାଇଥିଲେ। ପରେ ସରସ୍ବତୀ ପଣ୍ଡା ନବୀନ ପଟ୍ଟନାୟକଙ୍କ ଫୋଟ ପିନ୍ଧି କନ୍ୟା ଭାବେ ବେଦିକି ଯାଇଥିଲେ। ସେଠାରେ ଦୁହିଁଙ୍କୁ ପୂରୋହିତ ପବିତ୍ରମୋହନ ସଥପଥୀ ବିବାହ କରାଇଥିଲେ। ତେବେ ବିଜେଡି ଭାଜପା ମିଳିମିଶି ଓଡ଼ିଶାବାସୀଙ୍କୁ କିପରି ଭକୁଆ ବନାଉଛନ୍ତି ଏହା ଏକ ପ୍ରତିକାତ୍ମକ ପ୍ରତିବାଦ ଓ ଭୋଟରଙ୍କୁ ସଚେତନ କରାଯାଇଛି। ଏହା ସହ ଦୁଇ ଦଳର ଭିତିରି ବୁଝାମଣାର ପରଦାଫାସ ବୋଲି କଂଗ୍ରେସ ସୂଚନା ଦେଇଛି।

The post ବିଜେଡି ଭାଜପା ବାହାଘର: ମୋଦି ବରକୁ ନବୀନ କନ୍ୟା appeared first on Dharitri Odia News.