ବିଜେଡି ହାତରୁ ଖସିଗଲା ଚିଲିକା ଆସନ, ଫୁଟିଲା ପଦ୍ମ
ଭୁବନେଶ଼୍ବର,୪।୬: ବହୁ ଚର୍ଚ୍ଚିତ ଚିଲିକା ବିଧାନସଭା ମଣ୍ଡଳୀ ଶାସକ ଦଳ ହାତରୁ ଖସି ଯାଇଛି। ଭାଜପା ଦଳର ପ୍ରାର୍ଥୀ ପୃଥ଼୍ବୀରାଜ ହରିଚନ୍ଦନ ଏଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ପୃଥ଼୍ବୀରାଜ ୪,୫୬୬ ମାର୍ଜିନରେ ପରାସ୍ତ କରିଛନ୍ତି। ପୃଥ଼୍ବୀରାଜଙ୍କୁ ମୋଟ ୮୩୨୬୪ ଖଣ୍ଡ ଭୋଟ ମିଳିଥିବା ବେଳେ ରଘୁନାଥଙ୍କୁ ମୋଟ ୭୮,୬୯୮ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢ଼ିଥିବା ପ୍ରଦୀପ କୁମାର ସ଼୍ବାଇଙ୍କୁ ମୋଟ ୩,୦୮୨ ଖଣ୍ଡ ଭୋଟ ମିଳିଛି। The post ବିଜେଡି ହାତରୁ ଖସିଗଲା ଚିଲିକା ଆସନ, ଫୁଟିଲା ପଦ୍ମ appeared first on Dharitri Odia News.
ଭୁବନେଶ଼୍ବର,୪।୬: ବହୁ ଚର୍ଚ୍ଚିତ ଚିଲିକା ବିଧାନସଭା ମଣ୍ଡଳୀ ଶାସକ ଦଳ ହାତରୁ ଖସି ଯାଇଛି। ଭାଜପା ଦଳର ପ୍ରାର୍ଥୀ ପୃଥ଼୍ବୀରାଜ ହରିଚନ୍ଦନ ଏଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ପୃଥ଼୍ବୀରାଜ ୪,୫୬୬ ମାର୍ଜିନରେ ପରାସ୍ତ କରିଛନ୍ତି। ପୃଥ଼୍ବୀରାଜଙ୍କୁ ମୋଟ ୮୩୨୬୪ ଖଣ୍ଡ ଭୋଟ ମିଳିଥିବା ବେଳେ ରଘୁନାଥଙ୍କୁ ମୋଟ ୭୮,୬୯୮ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢ଼ିଥିବା ପ୍ରଦୀପ କୁମାର ସ଼୍ବାଇଙ୍କୁ ମୋଟ ୩,୦୮୨ ଖଣ୍ଡ ଭୋଟ ମିଳିଛି।
The post ବିଜେଡି ହାତରୁ ଖସିଗଲା ଚିଲିକା ଆସନ, ଫୁଟିଲା ପଦ୍ମ appeared first on Dharitri Odia News.