‘ବିଜେଡିକୁ ହାରିବା ଭୟ ଘାରିଛି’

ଭୁବନେଶ୍ୱର,୧୩।୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର ପ୍ରଚାରକ କହୁଥିଲେ ଏବେ କଣ ହେଲା। ଅନ୍ୟ ରାଜ୍ୟରେ କଳାକାରଙ୍କୁ ୪୫୦୦ ଭତ୍ତା, ମାତ୍ର ଏଠି ୨ ହଜାର। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ ପାଇଁ ଚେଷ୍ଟା କରୁଛି। ଯଦି ଦରଦ ଅଛି […] The post ‘ବିଜେଡିକୁ ହାରିବା ଭୟ ଘାରିଛି’ appeared first on Dharitri Odia News.

‘ବିଜେଡିକୁ ହାରିବା ଭୟ ଘାରିଛି’

ଭୁବନେଶ୍ୱର,୧୩।୪: କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ଭାଜପାର କଟାକ୍ଷ। ବିଜେଡିକୁ ଟାର୍ଗେଟ କଲେ ଭାଜପାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର। ସେ କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଆଗରୁ କେବଳ ନବୀନ ଷ୍ଟାର ପ୍ରଚାରକ କହୁଥିଲେ ଏବେ କଣ ହେଲା।

ଅନ୍ୟ ରାଜ୍ୟରେ କଳାକାରଙ୍କୁ ୪୫୦୦ ଭତ୍ତା, ମାତ୍ର ଏଠି ୨ ହଜାର। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ ପାଇଁ ଚେଷ୍ଟା କରୁଛି। ଯଦି ଦରଦ ଅଛି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ। କଳାକାରଙ୍କ ଅବସ୍ଥା ଏମିତି ଯେ ବିଜେଡି ଟଙ୍କା ଦେଇ ପ୍ରଚାର କରାଉଛି।

The post ‘ବିଜେଡିକୁ ହାରିବା ଭୟ ଘାରିଛି’ appeared first on Dharitri Odia News.