ବିଜେଡିର ମାଗଣା ବିଜୁଳି ନେଇ ତାତିଲେଣି ଲୋକେ

ବିଜେଡି ଇସ୍ତାହାରରେ ମାଗଣା ଓ ରିହାତିଯୁକ୍ତ ବିଜୁଳି ନେଇ ଚର୍ଚ୍ଚା ।

ବିଜେଡିର ମାଗଣା ବିଜୁଳି ନେଇ ତାତିଲେଣି ଲୋକେ

ବିଜେଡି ଘୋଷଣା କରିଛି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ମାଗଣାରେ ବିଜୁଳି ମିଳିବ। କିନ୍ତୁ ବିଜେଡି ସରକାରର ଏହି ଘୋଷଣା ପରେ ଗାଁ ଗଣ୍ଡାରେ ଉଠିଲାଣି ପ୍ରଶ୍ନ। ଆଜି ବି ଏମିତି ଅନେକ ଅପହଞ୍ଚ ଇଲାକା ଅଛି, ଯେଉଁଠି ବିଜୁଳି ତ ଦୂରର କଥା, ସୂର୍ଯ୍ୟକିରଣ ବି ପଡେନି। ସନ୍ଧ୍ୟା ହେଲେ ଘୋଟି ଆସେ କିଟକିଟ୍ ଅନ୍ଧାର। ବିପଦ ସଙ୍କୁଳ ଅବସ୍ଥାରେ ଦିନ କାଟନ୍ତି ଉପାନ୍ତ ଅଞ୍ଚଳର ଲୋକେ। ଦେଖନ୍ତୁ ପୂରା ରିପୋର୍ଟ।