ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା

ଲାଞ୍ଜିଗଡ଼: ଏଥର ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ଅନେକ ଆଶାୟୀଙ୍କ ଚେର କାଟିଥିବା ନେଇ ତୁହାକୁ ତୁହା ଅଭିଯୋଗ ହେଉଛି। ଯେଉଁ କାରଣରୁ ଜିଲ୍ଲାରେ ନେତାଙ୍କ ଦଳଡିଆଁ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହିପରି ଭାବେ ଦଳରେ ଅଣଦେଖା ଅଭିଯୋଗ କରି ଦଳ ଛାଡ଼ିବା ସହିତ ବିଜେଡିରେ ସାମିଲ ହୋଇଛନ୍ତି ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ ନେତା। ଭୁବନେଶ୍ୱରସ୍ଥିତ ଶଙ୍ଖଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲାଞ୍ଜିଗଡ ବିଧାନସଭା ଟିକେଟ ଆଶାୟୀ […]

ବିଜେଡିରେ ସାମିଲ ହେଲେ ଦୁଇ ଆଦିବାସୀ ନେତା

ଲାଞ୍ଜିଗଡ଼: ଏଥର ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ଅନେକ ଆଶାୟୀଙ୍କ ଚେର କାଟିଥିବା ନେଇ ତୁହାକୁ ତୁହା ଅଭିଯୋଗ ହେଉଛି। ଯେଉଁ କାରଣରୁ ଜିଲ୍ଲାରେ ନେତାଙ୍କ ଦଳଡିଆଁ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହିପରି ଭାବେ ଦଳରେ ଅଣଦେଖା ଅଭିଯୋଗ କରି ଦଳ ଛାଡ଼ିବା ସହିତ ବିଜେଡିରେ ସାମିଲ ହୋଇଛନ୍ତି ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ ନେତା। ଭୁବନେଶ୍ୱରସ୍ଥିତ ଶଙ୍ଖଭବନଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲାଞ୍ଜିଗଡ ବିଧାନସଭା ଟିକେଟ ଆଶାୟୀ ଥିବା ବିଜେପି ନେତା ଚାଂଚେର ମାଝୀ, ଯୁବନେତା ରାଜେନ୍ଦ୍ର ମାଳୀ, ହରିହର କୁମାରଙ୍କ ସମେତ ଅନେକ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି।