ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଚୂଡାନ୍ତ ହୋଇପାରେ ପ୍ରାର୍ଥୀ ତାଲିକା
ଡେସ୍କ: ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଚାଲିଛି। ଏଥିରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ କରାଯିବ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ନିର୍ବାଚନ କମିଟିର ଅନ୍ୟ ନେତା ଓ ରାଜ୍ୟ ବିଜେପିର କର୍ମକର୍ତ୍ତା ଯୋଗ ଦେଇଛନ୍ତି।