ବିଜେପି ଛାଡି ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର ୩।୪: ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ବୁଧବାର ସକାଳେ ବିଜେପିରୁ ଭୃଗୁ ଇସ୍ତଫା ଦେଇଥିଲେ ।ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଥିଲେ । ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ଟିକେଟ ଦେଇନି ଦଳ । ବୋଧହୁଏ ଅସନ୍ତୋଷ ଜାହିର କରି ସେ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ରଇସ୍ତଫା ଦେବା ପରେ ସେ କହିଥିଲେ, ୨୩ ବର୍ଷ ଧରି ଦଳରେ ନିଷ୍ଠାପର ଭାବେ କାମ କରିଥିଲେ । ଏବେ ମୋର ଆବଶ୍ୟକତା ମନେ କଲାନି ଦଳ । ସେଥିପାଇଁ ଦଳ ଛାଡିବାକୁ ବାଧ୍ୟହେଲି । ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ ପାଇଁ କାମ କରିବି । ଆଗକୁ ବି ଲୋକଙ୍କ ସେବା କରିବି । You Can Read :ବିଜେଡିରେ ମିଶିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଦୁଇ ଦିନ ପୂର୍ବେ ବିଜେପି ଛାଡିଥିଲେ  

ବିଜେପି ଛାଡି ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର ୩।୪: ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ବୁଧବାର ସକାଳେ ବିଜେପିରୁ ଭୃଗୁ ଇସ୍ତଫା ଦେଇଥିଲେ ।

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଥିଲେ । ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ଟିକେଟ ଦେଇନି ଦଳ । ବୋଧହୁଏ ଅସନ୍ତୋଷ ଜାହିର କରି ସେ ଦଳରୁ ଇସ୍ତଫା ଦେଇଛନ୍ତି । 

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ଇସ୍ତଫା ଦେବା ପରେ ସେ କହିଥିଲେ, ୨୩ ବର୍ଷ ଧରି ଦଳରେ ନିଷ୍ଠାପର ଭାବେ କାମ କରିଥିଲେ । ଏବେ ମୋର ଆବଶ୍ୟକତା ମନେ କଲାନି ଦଳ । ସେଥିପାଇଁ ଦଳ ଛାଡିବାକୁ ବାଧ୍ୟହେଲି । ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ ପାଇଁ କାମ କରିବି । ଆଗକୁ ବି ଲୋକଙ୍କ ସେବା କରିବି । 

You Can Read :

ବିଜେଡିରେ ମିଶିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଦୁଇ ଦିନ ପୂର୍ବେ ବିଜେପି ଛାଡିଥିଲେ