ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଇରାନୀ ରାୟ

ଭୁବନେଶ୍ବର:ବିଜେପି ଛାଡି ବେଜପିରେ ଯୋଗଦେଇଛନ୍ତି ଇରାନୀ ରାୟ।ଆଜି ସିଏ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ନୟାଗଡ ବିଧାୟକ ଅରୁଣ ସାହୁ ଓ ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ନେଇ ଇରାନୀ କହିଛନ୍ତି। ଇରାନୀ ରାୟ […] The post ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଇରାନୀ ରାୟ appeared first on Odisha.News.

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଇରାନୀ ରାୟ

ଭୁବନେଶ୍ବର:ବିଜେପି ଛାଡି ବେଜପିରେ ଯୋଗଦେଇଛନ୍ତି ଇରାନୀ ରାୟ।ଆଜି ସିଏ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ନୟାଗଡ ବିଧାୟକ ଅରୁଣ ସାହୁ ଓ ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ନେଇ ଇରାନୀ କହିଛନ୍ତି। ଇରାନୀ ରାୟ ୨୦୧୯ରେ ନୟାଗଡ ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟିକା ପ୍ରାର୍ଥୀ ହୋଇ ଅରୁଣ ସାହୁଙ୍କ ଠାରୁ ପରାଜିତ ହୋଇଥିଲେ। କିଛିଦିନ ପୂର୍ବରୁ ସେ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି।

The post ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଇରାନୀ ରାୟ appeared first on Odisha.News.