ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଏତେଲା 

ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ । ଝରିଗାଁ ବ୍ଲକ ଦେଉଳକଣା ଗାଁ ର ବୁଥ ନମ୍ବର 204 ରେ ବୁଥ କେପଚରିଂ ହଉଥିବା ଖବର ପାଇ ବୁଥ କୁ ଯାଇଥିବାବେଳେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ପ୍ରାଥି ନରସିଂ ଭତ୍ରା । ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ଼ ମାରିବା ଅଭିଯୋଗ  କରିଛନ୍ତି । ଏଥିସହ ତାଙ୍କୁ ଜୀବନରେ ମାରିଦେବା ପାଇଁ […] The post ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଏତେଲା  appeared first on KNews Odisha.

ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଏତେଲା 
jhari gaon

ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ । ଝରିଗାଁ ବ୍ଲକ ଦେଉଳକଣା ଗାଁ ର ବୁଥ ନମ୍ବର 204 ରେ ବୁଥ କେପଚରିଂ ହଉଥିବା ଖବର ପାଇ ବୁଥ କୁ ଯାଇଥିବାବେଳେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ପ୍ରାଥି ନରସିଂ ଭତ୍ରା । ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ଼ ମାରିବା ଅଭିଯୋଗ  କରିଛନ୍ତି । ଏଥିସହ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଝରିଗାଁ ଥାନାରେ ଏତଲା ଦେଇଛନ୍ତି । ଏକ ନିର୍ଦ୍ଧିଷ୍ଟ ଦଳର କର୍ମୀ ତାଙ୍କୁ ମାରିଥିବା ଅଭିଯୋଗ କରିଛନ୍ତି ନରସିଂହ ଭତ୍ରା । ତୁରନ୍ତ ଦିର୍ବୁତ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

 

The post ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଏତେଲା  appeared first on KNews Odisha.