ବିଜେପିରେ ମିଶିଲେ ବବିଙ୍କ ମାମୁ
ପଦ୍ମ ଧରିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର।
ପଦ୍ମ ଧରିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର। ବିଜେପି କାର୍ଯ୍ୟାଳୟରେ ସାଂସଦ ଅପରାଜିତାଙ୍କ ଉପସ୍ଥିତିରେ ମିଶିଲେ। ଟିକେଟ ଦେବାକୁ ଭଣଜା ଅସାମର୍ଥ୍ୟ ପ୍ରକାଶ କରିବାରୁ ବିଜେପି ଗଲେ। ତେବେ ଏହାକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।