ବିଜେପିରେ ସାମିଲ ହେଲେ ମନୀଷ କଶ୍ୟପ, ଲଢିବେ ଲୋକସଭା ନିର୍ବାଚନ ?
ନୂଆଦିଲ୍ଲୀ: ବିହାର ରାଜନୀତିକୁ ନେଇ ଜାରି ଥିବା ଚର୍ଚ୍ଚା ଭିତରେ ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ନିଜ ମାଆଙ୍କ ସହ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଂସଦ ମନୋଜ ତିୱାରୀ ଏବଂ ଅନିଲ ବାରୁନିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ମନୀଷ କଶ୍ୟପ କହିଛନ୍ତି ଯେ ଏମାନଙ୍କ ପାଇଁ ହିଁ ମୁଁ ଜେଲରୁ ମୁକୁଲି ପାରିଲି ଏବଂ ମୋ ଜୀବନର ଖାରପ ଦିନ ଶେଷ ହେବ, ଏଥିପାଇଁ ମୁଁ ବିଜେପିରେ ସାମିଲ ହୋଇଛି । ବିହାରକୁ ମଜଭୁତ କରିବାର ଅଛି । ବିଜେପି ସହ ମିଶି ଏବେ ବିହାରକୁ ମଜଭୁତ କରିବି ।#WATCH | YouTuber Manish Kashyap joins the BJP, in Delhi.(Video Source: BJP) pic.twitter.com/eMnSxRJZmL— ANI (@ANI) April 25, 2024ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ଯୋଗ ଦେବା ଉପରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି, 'ତାଙ୍କ ପରି ବ୍ୟକ୍ତି ଯିଏ ଜନତାଙ୍କୁ ସ୍ୱରକୁ ଉଠାଉଛି, ସେ ବିଜେପି ସହ ଅଛନ୍ତି । ମୁଁ ମନୀଷଙ୍କୁ ଜାଣିଛି, ସେ ଗରିବଙ୍କ ଭଲ ଚାହାନ୍ତି ଏବଂ ଗରିବଙ୍କ ଭଲ କରିବା ପାଇଁ ସେ ପିଏମ୍ ମୋଦୀଙ୍କ ସହ ଯୋଡ଼ି ହୋଇଛନ୍ତି । ଆମେ ତାଙ୍କର ଧ୍ୟାନ ରଖିବୁ ଏବଂ ସମ୍ମାନ କରିବୁ ।' #WATCH | YouTuber Manish Kashyap says, "Only BJP could have given this honour to the
ନୂଆଦିଲ୍ଲୀ: ବିହାର ରାଜନୀତିକୁ ନେଇ ଜାରି ଥିବା ଚର୍ଚ୍ଚା ଭିତରେ ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ନିଜ ମାଆଙ୍କ ସହ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଂସଦ ମନୋଜ ତିୱାରୀ ଏବଂ ଅନିଲ ବାରୁନିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।
ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ମନୀଷ କଶ୍ୟପ କହିଛନ୍ତି ଯେ ଏମାନଙ୍କ ପାଇଁ ହିଁ ମୁଁ ଜେଲରୁ ମୁକୁଲି ପାରିଲି ଏବଂ ମୋ ଜୀବନର ଖାରପ ଦିନ ଶେଷ ହେବ, ଏଥିପାଇଁ ମୁଁ ବିଜେପିରେ ସାମିଲ ହୋଇଛି । ବିହାରକୁ ମଜଭୁତ କରିବାର ଅଛି । ବିଜେପି ସହ ମିଶି ଏବେ ବିହାରକୁ ମଜଭୁତ କରିବି ।
#WATCH | YouTuber Manish Kashyap joins the BJP, in Delhi.
(Video Source: BJP) pic.twitter.com/eMnSxRJZmL— ANI (@ANI) April 25, 2024
ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ଯୋଗ ଦେବା ଉପରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି, 'ତାଙ୍କ ପରି ବ୍ୟକ୍ତି ଯିଏ ଜନତାଙ୍କୁ ସ୍ୱରକୁ ଉଠାଉଛି, ସେ ବିଜେପି ସହ ଅଛନ୍ତି । ମୁଁ ମନୀଷଙ୍କୁ ଜାଣିଛି, ସେ ଗରିବଙ୍କ ଭଲ ଚାହାନ୍ତି ଏବଂ ଗରିବଙ୍କ ଭଲ କରିବା ପାଇଁ ସେ ପିଏମ୍ ମୋଦୀଙ୍କ ସହ ଯୋଡ଼ି ହୋଇଛନ୍ତି । ଆମେ ତାଙ୍କର ଧ୍ୟାନ ରଖିବୁ ଏବଂ ସମ୍ମାନ କରିବୁ ।'
#WATCH | YouTuber Manish Kashyap says, "Only BJP could have given this honour to the son of a poor family...There are a few parties in Bihar that don't let you even join if you don't approach with full (of cash) suitcases. BJP respects the poor, women, a YouTuber, a mother. So,… https://t.co/HQ71P8gOLS pic.twitter.com/nI8f4HiaoZ— ANI (@ANI) April 25, 2024