ବିଜୟ ସହ ନ୍ୟୁଜିଲାଣ୍ଡର ଟି୨୦ ଅଭିଯାନ ଆରମ୍ଭ

ଇର୍ଡେନ୍‌ ପାର୍କ,୧୨।୧: ଇର୍ଡେନ୍‌ ପାର୍କରେ ଶୁକ୍ରବାର ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ୍‌ କରିଥିଲେ। ଜବାବରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୮୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୬ ରନ୍‌ରେ ବିଜୟ […] The post ବିଜୟ ସହ ନ୍ୟୁଜିଲାଣ୍ଡର ଟି୨୦ ଅଭିଯାନ ଆରମ୍ଭ appeared first on Dharitri Odia News.

ବିଜୟ ସହ ନ୍ୟୁଜିଲାଣ୍ଡର ଟି୨୦ ଅଭିଯାନ ଆରମ୍ଭ

ଇର୍ଡେନ୍‌ ପାର୍କ,୧୨।୧: ଇର୍ଡେନ୍‌ ପାର୍କରେ ଶୁକ୍ରବାର ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ୍‌ କରିଥିଲେ। ଜବାବରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮ ଓଭରରେ ସମସ୍ତ ଉଇକେଟ ହରାଇ ୧୮୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୬ ରନ୍‌ରେ ବିଜୟ ହୋଇ ସିରିଜ୍‌ ଅଭିଯାନ ଆରମ୍ଭ କରିଛି।

The post ବିଜୟ ସହ ନ୍ୟୁଜିଲାଣ୍ଡର ଟି୨୦ ଅଭିଯାନ ଆରମ୍ଭ appeared first on Dharitri Odia News.