ବିଡିଓଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା
ରାଇକିଆ,୧୯ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଭାଜପା ମଣ୍ଡାସର ମଣ୍ଡଳ ତରଫରୁ କର୍ମକର୍ତ୍ତାମାନେ ରାଇକିଆ ନୂତନ ବିଡିଓ ସବ୍ୟସାଚୀ ସାହୁଙ୍କୁ ଭେଟି ସାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କାଙ୍କ ନେତୃତ୍ୱରେ ମଣ୍ଡାସର ଅଞ୍ଚଳରେ ଯେପରି ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ନେଇ ମଧ୍ୟ କର୍ମୀମାନେ ଆଲୋଚନା କରିବା ସହ ସହଯୋଗ କାମନା କରିଥିଲେ। ମଣ୍ଡାସର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଭ୍ୟା ଝୁଲିମା […] The post ବିଡିଓଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା appeared first on Dharitri Odia News.
ରାଇକିଆ,୧୯ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଭାଜପା ମଣ୍ଡାସର ମଣ୍ଡଳ ତରଫରୁ କର୍ମକର୍ତ୍ତାମାନେ ରାଇକିଆ ନୂତନ ବିଡିଓ ସବ୍ୟସାଚୀ ସାହୁଙ୍କୁ ଭେଟି ସାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏମ୍ପି ପ୍ରତିନିଧି ସନ୍ତୋଷ ଲେଙ୍କାଙ୍କ ନେତୃତ୍ୱରେ ମଣ୍ଡାସର ଅଞ୍ଚଳରେ ଯେପରି ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ନେଇ ମଧ୍ୟ କର୍ମୀମାନେ ଆଲୋଚନା କରିବା ସହ ସହଯୋଗ କାମନା କରିଥିଲେ। ମଣ୍ଡାସର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଭ୍ୟା ଝୁଲିମା ଦଳ ବେହେରା, ବଶିଷ୍ଠ ଦିଗାଲ, ପଦ୍ମଚରଣ ପ୍ରଧାନ, ଭକ୍ତ ଚରଣ ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ଦଳ ବେହେରା, ସାମନ୍ତ ପ୍ରଧାନ, ଗଣେଶ ପ୍ରଧାନ, ଶୁକଦେବ ପ୍ରଧାନ, ତାପସ ଦଳ ବେହେରା, ଅଭିମନ୍ୟୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
The post ବିଡିଓଙ୍କୁ ଭେଟିଲେ ଭାଜପା କର୍ମକର୍ତ୍ତା appeared first on Dharitri Odia News.