ଇମ୍ରାନ୍ଙ୍କ ଅଭିଯୋଗ: ସ୍ତ୍ରୀଙ୍କୁ ଦିଆଯାଉଛି ଟଏଲେଟ୍ କ୍ଲିନର ମିଶା ଖାଦ୍ୟ
ରାଓ୍ବଲପିଣ୍ଡି,୨୧ା୪: ସ୍ତ୍ରୀ ବୁଶ୍ରା ବିବିଙ୍କୁ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଦିଆଯାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଭିଯୋଗ କରିଛନ୍ତି। ରାଓଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ୍ ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ଫଳରେ ବୁଶ୍ରାଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି। ଶିଫା ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ବୁଶ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ମୁଖ୍ୟ ମେଡିକାଲ ଅଫିସର ଡ. ଅସିମ୍ ୟୁସଫ ପରାମର୍ଶ ଦେଇଥିଲେ। ଜେଲ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ […] The post ଇମ୍ରାନ୍ଙ୍କ ଅଭିଯୋଗ: ସ୍ତ୍ରୀଙ୍କୁ ଦିଆଯାଉଛି ଟଏଲେଟ୍ କ୍ଲିନର ମିଶା ଖାଦ୍ୟ appeared first on Dharitri Odia News.
ରାଓ୍ବଲପିଣ୍ଡି,୨୧ା୪: ସ୍ତ୍ରୀ ବୁଶ୍ରା ବିବିଙ୍କୁ ଖାଦ୍ୟରେ ଟଏଲେଟ୍ କ୍ଲିନର ମିଶାଇ ଦିଆଯାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଭିଯୋଗ କରିଛନ୍ତି। ରାଓଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ୍ ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ଫଳରେ ବୁଶ୍ରାଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି। ଶିଫା ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ବୁଶ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ମୁଖ୍ୟ ମେଡିକାଲ ଅଫିସର ଡ. ଅସିମ୍ ୟୁସଫ ପରାମର୍ଶ ଦେଇଥିଲେ। ଜେଲ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ ନ କରି ପିଆଇଏମ୍ଏସ୍ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଜିଦ୍ ଧରିଥିବା ପିଟିଆଇ ନେତା ଅଭିଯୋଗ କରିଛନ୍ତି।
The post ଇମ୍ରାନ୍ଙ୍କ ଅଭିଯୋଗ: ସ୍ତ୍ରୀଙ୍କୁ ଦିଆଯାଉଛି ଟଏଲେଟ୍ କ୍ଲିନର ମିଶା ଖାଦ୍ୟ appeared first on Dharitri Odia News.