ବିଦର୍ଭକୁ ହରାଇ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ
ନୂଆଦିଲ୍ଲୀ,୧୪।୩: ମୁମ୍ବାଇ ପୁଣି ଥରେ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ବିଦର୍ଭଙ୍କୁ ୧୬୯ ରନ୍ରେ ପରାସ୍ତ କରି ଦଳ ଏହି ସଫଳତା ହାସଲ କରିଛି। ବିଦର୍ଭ ପାଇଁ ମୁମ୍ବାଇ ୫୩୮ ରନ୍ର ବିଶାଳ ଲକ୍ଷ୍ୟ ଦେଇଥିଲା। ଏହାକୁ ବିଦର୍ଭ ହାସଲ କରିବାରେ ବିଫଳ ହୋଇଛି। ଏହି ବିଜୟ ସହ ରଣଜୀ ଇତିହାସର ସଫଳ ଟିମ୍ ମୁମ୍ବାଇ ଆଉ ଏକ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ହେଉଛି ମୁମ୍ବାଇ ଦଳର ୪୨ ତମ ରଣଜୀ ଟ୍ରଫି […] The post ବିଦର୍ଭକୁ ହରାଇ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୩: ମୁମ୍ବାଇ ପୁଣି ଥରେ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ବିଦର୍ଭଙ୍କୁ ୧୬୯ ରନ୍ରେ ପରାସ୍ତ କରି ଦଳ ଏହି ସଫଳତା ହାସଲ କରିଛି। ବିଦର୍ଭ ପାଇଁ ମୁମ୍ବାଇ ୫୩୮ ରନ୍ର ବିଶାଳ ଲକ୍ଷ୍ୟ ଦେଇଥିଲା। ଏହାକୁ ବିଦର୍ଭ ହାସଲ କରିବାରେ ବିଫଳ ହୋଇଛି। ଏହି ବିଜୟ ସହ ରଣଜୀ ଇତିହାସର ସଫଳ ଟିମ୍ ମୁମ୍ବାଇ ଆଉ ଏକ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ହେଉଛି ମୁମ୍ବାଇ ଦଳର ୪୨ ତମ ରଣଜୀ ଟ୍ରଫି ଟାଇଟଲ।
ବିଦର୍ଭଙ୍କୁ ପରାସ୍ତ କରି ମୁମ୍ବାଇ ମଧ୍ୟ ରଣଜୀ ଟ୍ରଫି ପିଚ୍ରେ ଟାଇଟଲ୍ ପାଇଁ ୯ ବର୍ଷର ଅପେକ୍ଷା ଶେଷ କରିଛି। ଦଳ ଶେଷ ଥର ପାଇଁ ୨୦୧୫-୧୬ ରେ ଏହି ଟାଇଟଲ ଜିତିଥିଲା। ବିଦର୍ଭ ତୃତୀୟ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ ଖେଳିଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଉଭୟ ଫାଇନାଲରେ ଦଳ ଜିତିଥିଲା। କିନ୍ତୁ ଏଥର ବିଦର୍ଭ ଚାମ୍ପିୟନ ହୋଇପାରି ନାହିଁ। ଟ୍ରଫି ମୁମ୍ବାଇ ହାତକୁ ଯାଇଛି।
???????????????????????????? ???????????? ????????????????????????!
Dhawal Kulkarni takes the final wicket as they beat Vidarbha by 169 runs in the @IDFCFIRSTBank #RanjiTrophy #Final in Mumbai
Brilliant performance from the Ajinkya Rahane-led side
![]()
Scorecard
https://t.co/k7JhkLhgT5 pic.twitter.com/Iu458SZF2F
— BCCI Domestic (@BCCIdomestic) March 14, 2024
The post ବିଦର୍ଭକୁ ହରାଇ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ appeared first on Dharitri Odia News.