ବିଦା ହେବେ ଅପାରଗ ଅଧିକାରୀ
#ବିଦା_ହେବେ_ଅପାରଗ_ଅଧିକାରୀ ଅପାରଗ ଅଧିକାରୀଙ୍କୁ ଅବସର ପୂର୍ବରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ । ସରକାରୀ ସେବାରୁ ବହିଷ୍କାର କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଏନେଇ ସମସ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ସଚିବ । #E
#ବିଦା_ହେବେ_ଅପାରଗ_ଅଧିକାରୀ
ଅପାରଗ ଅଧିକାରୀଙ୍କୁ ଅବସର ପୂର୍ବରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ । ସରକାରୀ ସେବାରୁ ବହିଷ୍କାର କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଏନେଇ ସମସ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ସଚିବ ।
#E