ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ : ସ୍ୱାମୀ ଓ ଦୁଇ ଝିଅ ଆହତ

ଛତ୍ରପୁର ୨୪।୬: ବିଦ୍ୟୁତ ଆଘାତରେ  ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ ଓ ଦୁଇ ଝିଅ ଆହତ ହୋଇଛନ୍ତି । ଗଞ୍ଜାମ ଥାନା ଅଧିନ ଦାମୋଦରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ  ଆର.ଦମୟନ୍ତି ରେଡ୍ଡୀ । ସ୍ୱାମୀ ଆର. ନାରାୟଣ ରେଡ୍ଡୀ, ଝିଅ ଆର. ବାସନ୍ତୀ ରେଡ୍ଡୀ ଓ ଆର. ଶକ୍ତିମୟୀ ରେଡ୍ଡୀ ଆହତ ହୋଇଛନ୍ତି । ବାସନ୍ତୀ ରେଡ୍ଡୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି  । ଘର ଆଗରେ ଥିବା ସଜନା ଗଛ କାଟିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ୩ ଜଣ । ଗ୍ରାମବାସୀ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଆର.ଦମୟନ୍ତିଙ୍କ ମୃତ୍ୟୁ ହୋଇଛି ।You Can Read:ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା : ବିଷାକ୍ତ ଫଳ ଖାଇ ଅଟକ ଯୁବକ ଅସୁସ୍ଥ 

ବିଦ୍ୟୁତ ଆଘାତରେ  ମହିଳାଙ୍କ ମୃତ୍ୟୁ : ସ୍ୱାମୀ ଓ ଦୁଇ ଝିଅ ଆହତ

ଛତ୍ରପୁର ୨୪।୬: ବିଦ୍ୟୁତ ଆଘାତରେ  ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ ଓ ଦୁଇ ଝିଅ ଆହତ ହୋଇଛନ୍ତି । ଗଞ୍ଜାମ ଥାନା ଅଧିନ ଦାମୋଦରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ  ଆର.ଦମୟନ୍ତି ରେଡ୍ଡୀ । ସ୍ୱାମୀ ଆର. ନାରାୟଣ ରେଡ୍ଡୀ, ଝିଅ ଆର. ବାସନ୍ତୀ ରେଡ୍ଡୀ ଓ ଆର. ଶକ୍ତିମୟୀ ରେଡ୍ଡୀ ଆହତ ହୋଇଛନ୍ତି । ବାସନ୍ତୀ ରେଡ୍ଡୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି  । ଘର ଆଗରେ ଥିବା ସଜନା ଗଛ କାଟିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ୩ ଜଣ । ଗ୍ରାମବାସୀ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଆର.ଦମୟନ୍ତିଙ୍କ ମୃତ୍ୟୁ ହୋଇଛି ।

You Can Read:

ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା : ବିଷାକ୍ତ ଫଳ ଖାଇ ଅଟକ ଯୁବକ ଅସୁସ୍ଥ