ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା

ବାଲିଗୁଡା : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ  l ମୃତକ ହେଲେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବୋରିଗୁଡା ଗାଁର ବାପୁଜୀ ବେହେରା  l ଆଜି ସକାଳୁ ନିଜ ବାଡ଼ି ପଟେ ଥିବା ପାଣି ପମ୍ପ ଚଲେଇବା ସମୟରେ ବିଦ୍ୟୁତ ଆଘାତରେ ଯୁବକ ଜଣକ ଅଚେତ ହୋଇଥିଲେ  l ପରିବାର ଲୋକ ଯୁବକଙ୍କୁ ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ  l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ  ମୃତ ଘୋଷଣା କରିଛନ୍ତି l ବାଲିଗୁଡା ପୋଲିସ […] The post ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା appeared first on KNews Odisha.

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା
Baliguda

ବାଲିଗୁଡା : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ  l ମୃତକ ହେଲେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବୋରିଗୁଡା ଗାଁର ବାପୁଜୀ ବେହେରା  l ଆଜି ସକାଳୁ ନିଜ ବାଡ଼ି ପଟେ ଥିବା ପାଣି ପମ୍ପ ଚଲେଇବା ସମୟରେ ବିଦ୍ୟୁତ ଆଘାତରେ ଯୁବକ ଜଣକ ଅଚେତ ହୋଇଥିଲେ  l ପରିବାର ଲୋକ ଯୁବକଙ୍କୁ ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ  l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ  ମୃତ ଘୋଷଣା କରିଛନ୍ତି l ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

The post ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା appeared first on KNews Odisha.