ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍
ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ କରାଯାଇଛି। ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। The post ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍ appeared first on Dharitri Odia News.
ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ କରାଯାଇଛି। ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
The post ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍ appeared first on Dharitri Odia News.