ବିଧାନସଭା ବଜେଟ୍ ଅଧିବେଶନ, ଆଜି ଉପସ୍ଥାପନ ହେବ କାମଚଳା ବଜେଟ୍
ଭୁବନେଶ୍ୱର ୦୮।୦୨ : ବିଧାନସଭା ବଜେଟ ଅଧିବେଶନ । ଗୁରୁବାର ଦିନ ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍। ସଂଧ୍ୟା ୫ଟା ବେଳେ ଅର୍ଥମନ୍ତ୍ରୀ ଆରୁଖ ବଜେଟ ଉପସ୍ଥାପନ କରିବେ। https://www.prameyanews7.com/bjd-and-bjp-members-face-to-face-in-different-issues/ ତେବେ ଷୋଡ଼ଶ ବିଧାନସଭାରେ ଏହା ହେବ ଶେଷ ବଜେଟ୍ । ହାରାହାରି ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିପାରନ୍ତି ରାଜ୍ୟ ସରକାର । ସେଥିରୁ ୪ମାସ ଖର୍ଚ୍ଚ ପାଇଁ ଅନୁମତି ଲୋଡ଼ିବେ ସରକାର । ଗତବର୍ଷ ବଜେଟ୍ ଠାରୁ ଚଳିତ ବର୍ଷର ବଜେଟ୍ ୧୭ ପ୍ରତିଶତ ଅଧିକ ହୋଇପାରେ । ଗତବର୍ଷ ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ୍ ଥିଲା । ମୁଣ୍ଡ ଉପର ନିର୍ବାଚନ ଥିବାରୁ ବିଶେଷ କରି ସାମାଜିକ କ୍ଷେତ୍ରକୁ ଅଧିକ ଫୋକସ କରିପାରନ୍ତି ସରକାର । https://www.prameyanews7.com/virat-kohli-will-be-out-of-third-and-fourth-test-also-latest-update-revealed/ The post ବିଧାନସଭା ବଜେଟ୍ ଅଧିବେଶନ, ଆଜି ଉପସ୍ଥାପନ ହେବ କାମଚଳା ବଜେଟ୍ appeared first on Prameya News7.
ଭୁବନେଶ୍ୱର ୦୮।୦୨ : ବିଧାନସଭା ବଜେଟ ଅଧିବେଶନ । ଗୁରୁବାର ଦିନ ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍। ସଂଧ୍ୟା ୫ଟା ବେଳେ ଅର୍ଥମନ୍ତ୍ରୀ ଆରୁଖ ବଜେଟ ଉପସ୍ଥାପନ କରିବେ।
ତେବେ ଷୋଡ଼ଶ ବିଧାନସଭାରେ ଏହା ହେବ ଶେଷ ବଜେଟ୍ । ହାରାହାରି ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିପାରନ୍ତି ରାଜ୍ୟ ସରକାର । ସେଥିରୁ ୪ମାସ ଖର୍ଚ୍ଚ ପାଇଁ ଅନୁମତି ଲୋଡ଼ିବେ ସରକାର । ଗତବର୍ଷ ବଜେଟ୍ ଠାରୁ ଚଳିତ ବର୍ଷର ବଜେଟ୍ ୧୭ ପ୍ରତିଶତ ଅଧିକ ହୋଇପାରେ । ଗତବର୍ଷ ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ୍ ଥିଲା । ମୁଣ୍ଡ ଉପର ନିର୍ବାଚନ ଥିବାରୁ ବିଶେଷ କରି ସାମାଜିକ କ୍ଷେତ୍ରକୁ ଅଧିକ ଫୋକସ କରିପାରନ୍ତି ସରକାର ।
The post ବିଧାନସଭା ବଜେଟ୍ ଅଧିବେଶନ, ଆଜି ଉପସ୍ଥାପନ ହେବ କାମଚଳା ବଜେଟ୍ appeared first on Prameya News7.