ବିଧାନସଭା ଶୁନ୍ୟକାଳରେ ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର ୨୫।୦୭: ଆଜି ବି ଗୃହରେ ହଙ୍ଗାମା । ପ୍ରଶ୍ନକାଳ ସ୍ୱାଭାବିକ ଚାଲିଥିବା ବେଳେ ଶୁନ୍ୟକାଳରେ ଦେଖାଦଇଛି ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ୍ରେ ଚଢି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଦ
ଭୁବନେଶ୍ୱର ୨୫।୦୭: ଆଜି ବି ଗୃହରେ ହଙ୍ଗାମା । ପ୍ରଶ୍ନକାଳ ସ୍ୱାଭାବିକ ଚାଲିଥିବା ବେଳେ ଶୁନ୍ୟକାଳରେ ଦେଖାଦଇଛି ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ୍ରେ ଚଢି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ଦ