ବିଧାନସଭାରେ ଅଦାନୀ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସଦସ୍ୟ; ଲାଞ୍ଚ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ
କନକ ବ୍ୟୁରୋ : ବିଧାନସଭାରେ ଅଦାନୀ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସଦସ୍ୟ। ଅଦାନୀ ଲାଞ୍ଚ ଦେବା ପ୍ରସଙ୍ଗରେ ନିଜ ସିଟରେ ଠିଆ ହୋଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ପୋଷ୍ଟର ଦେଖାଇ ପ୍ରତିବାଦ କରିବାସହ ପଏଣ୍ଟ ଅଫ ଅର୍ଡରରେ କହିବାକୁ ଅନୁମତି ମାଗିଥିଲେ । ଏପଟେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଗୃହ କାର୍ଯ୍ୟ ସୋମବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ।