ଭେଣ୍ଡିଆ ଯୁବକ, ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା, ଏବେ ଫେରାଇବାକୁ ନୋଟିସ
ଯାଜପୁର, ୨୧।୨: ବାର୍ଦ୍ଧକ୍ୟ ଭତ୍ତା ନେଇଥିଲେ, ଏବେ ଫେରାଇବାକୁ ବିଡିଓ ପଠାଇଲେ ନୋଟିସ। ଏଭଳି ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା ଘଟଣା ଘଟିଛି ଯାଜପୁର ବିଞ୍ଝାରପୁରରେ। ଭତ୍ତା ହାତେଇ ନେଇ ଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ ପଠାଇଛନ୍ତି। ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ ହଜାର ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଫେରସ୍ତ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଉପ […] The post ଭେଣ୍ଡିଆ ଯୁବକ, ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା, ଏବେ ଫେରାଇବାକୁ ନୋଟିସ appeared first on Dharitri Odia News.
ଯାଜପୁର, ୨୧।୨: ବାର୍ଦ୍ଧକ୍ୟ ଭତ୍ତା ନେଇଥିଲେ, ଏବେ ଫେରାଇବାକୁ ବିଡିଓ ପଠାଇଲେ ନୋଟିସ। ଏଭଳି ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା ଘଟଣା ଘଟିଛି ଯାଜପୁର ବିଞ୍ଝାରପୁରରେ। ଭତ୍ତା ହାତେଇ ନେଇ ଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ ପଠାଇଛନ୍ତି। ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ ହଜାର ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଫେରସ୍ତ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଉପ ଜିଲାପାଳଙ୍କ ଦସ୍ତଖତ ଟାମ୍ପରିଂ କରି ଭତ୍ତା ହାତେଇଥିଲେ। ଭେଣ୍ଡିଆ ଯୁବକ ଓ ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା।
The post ଭେଣ୍ଡିଆ ଯୁବକ, ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା, ଏବେ ଫେରାଇବାକୁ ନୋଟିସ appeared first on Dharitri Odia News.