ବିନା ଡ୍ରାଇଭରରେ ଚାଲିବ କାର୍
ବଜାରକୁ ଆସିବକୁ ଯାଉଛି ରୋବର୍ଟିକ୍ କାର୍ । ଗାଡ଼ି ଚାଲିବ ହେଲେ ଚଳାଇବାକୁ ଡ୍ରାଇଭର ରହିବନି। ଅର୍ଥାତ୍ ବିନା ଚାଳକରେ କାର୍ ଚାଲିବ । ଆପଣ ଦେଖୁଥିବା ଏହି କାର୍ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଯାହାର ନାଁ ‘ସାଇବରକ୍ୟାବ’ ରହିଛି ।