ପାଖକୁ ଡାକୁଛି ସୁନ୍ଦରୀ ଲୁଦୁ

ଲାଗୁଛି ଜଙ୍ଗଲ ଭିତରେ କିଏ ବଡ଼ ବଡ଼ ପଥର ଖଣ୍ଡ ସବୁ ଆଣି ସଜାଇ ଥୋଇ ଦେଇଛି.. ଆଉ ପଥର ଖଣ୍ଡ ଫାଙ୍କ ଦେଇ ସ୍ୱର୍ଗରୁ ଖସୁଛି କାଚକେନ୍ଦୁ ଭଳି ଥଣ୍ଡା ଥଣ୍ଡା ପାଣି.. ଓଃ ଏଇ ଶବ୍ଦ କାହାରିକୁ ବି ଘଡ଼ିଏ ଆନମନା କରିଦେବ..

ପାଖକୁ ଡାକୁଛି ସୁନ୍ଦରୀ ଲୁଦୁ

ଲାଗୁଛି ଜଙ୍ଗଲ ଭିତରେ କିଏ ବଡ଼ ବଡ଼ ପଥର ଖଣ୍ଡ ସବୁ ଆଣି ସଜାଇ ଥୋଇ ଦେଇଛି.. ଆଉ ପଥର ଖଣ୍ଡ ଫାଙ୍କ ଦେଇ ସ୍ୱର୍ଗରୁ ଖସୁଛି କାଚକେନ୍ଦୁ ଭଳି ଥଣ୍ଡା ଥଣ୍ଡା ପାଣି.. ଓଃ ଏଇ ଶବ୍ଦ କାହାରିକୁ ବି ଘଡ଼ିଏ ଆନମନା କରିଦେବ.. ଏ ଦୃଶ୍ୟ ଆପଣଙ୍କ ସମୟକୁ ଚୋରାଇ ନେବ.. ନିଜର ଅଶାନ୍ତ ମନକୁ ଶାନ୍ତ କରିବାକୁ ହାତ ଠାରି ଡାକୁଛି ଲୁଦୁ ଜଳପ୍ରପାତ..