Passenger Bus Overturns: ଟ୍ରକକୁ ସାଇଡ୍ ଦେବାକୁ ଯାଇ ଓଲଟିଲା ବସ୍; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ !

ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍‌ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

Passenger Bus Overturns: ଟ୍ରକକୁ ସାଇଡ୍ ଦେବାକୁ ଯାଇ ଓଲଟିଲା ବସ୍; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ !
Array