ବିନା ଲାଇସେନ୍ସରେ ଚାଲୁଥିଲା ଡାଇଗ୍ନୋଷ୍ଟିକ ସେଣ୍ଟର, ରେଡ୍ ବେଳେ ଅଲଟ୍ରାସାଉଣ୍ଡ ମେସିନ ଜବତ
କୋରାପୁଟ: କୋରାପୁଟ ଜିଲ୍ଲାର ସେମିଳିଗୁଡା ସହରରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ। ସେମିଳିଗୁଡା ଦାସରଥି ଡାଇଗ୍ନୋଷ୍ଟିକ ସେଣ୍ଟର ଠାରେ ଚଢ଼ାଉ। ରେଡ୍ ବେଳେ ଅଲଟ୍ରାସାଉଣ୍ଡ ମେସିନ ଜବତ୍ କରାଯାଇଛି। ବିନା ଲାଇସେନ୍ସରେ ଅଲଟ୍ରାସାଉଣ୍ଡ ମେସିନ ରଖି ଲିଙ୍ଗ ନିରୂପଣ କରୁଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଵାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଜବତ କରାଯାଇଥିବା ଏଡିପିଏଚଓ ନୀଳମାଧବ ଶତପଥି ସୂଚନା ଦେଇଛନ୍ତି।