ବିନିକାରେ ଲଗାଣ ବର୍ଷା: ରାସ୍ତା ଉପରେ ଚାଲୁଛି ୩ ଫୁଟର ପାଣି, ଯାତାୟତ ଠପ୍
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ତଳିଆ ଅଞ୍ଚଳ ଗୁଡିକରେ ପାଣି ଭର୍ତ୍ତି ହେବା ସହ ବିନିକା ବ୍ଲକ ଫୁଲମୁଠିରୁ ସାହାଯବାହାଲ ଯିବା ରାସ୍ତାରେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଏହି ରାସ୍ତାରେ ପ୍ରତ୍ୟେକ ଦିନ ଆଖ ପାଖ ୫ଟି ଗ୍ରାମର ଲୋକେ ଯାତାୟାତ କରିଥାନ୍ତି।ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏହି ରାସ୍ତା ଉପରେ ପାଣି ପ୍ରବାହିତ ହୋଇଥାଏ। ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବାଠୁ ଆରମ୍ଭ କରି ଲୋକେ ଏହି ରାସ୍ତାରେ ଡାକ୍ତରଖାନା ମଧ୍ୟ ଯାତାୟାତ କରିଥାନ୍ତି l ରାସ୍ତା ଉପରେ ପାଣି ପ୍ରବାହିତ ହେଉ ଥିବାରୁ ଲୋକେ ବହୁ ଅସୁବିଧାର ସହ ଲୋକେ ଯାତାୟାତ କରୁଛନ୍ତି l
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ତଳିଆ ଅଞ୍ଚଳ ଗୁଡିକରେ ପାଣି ଭର୍ତ୍ତି ହେବା ସହ ବିନିକା ବ୍ଲକ ଫୁଲମୁଠିରୁ ସାହାଯବାହାଲ ଯିବା ରାସ୍ତାରେ ତିନି ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଏହି ରାସ୍ତାରେ ପ୍ରତ୍ୟେକ ଦିନ ଆଖ ପାଖ ୫ଟି ଗ୍ରାମର ଲୋକେ ଯାତାୟାତ କରିଥାନ୍ତି।
ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏହି ରାସ୍ତା ଉପରେ ପାଣି ପ୍ରବାହିତ ହୋଇଥାଏ। ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବାଠୁ ଆରମ୍ଭ କରି ଲୋକେ ଏହି ରାସ୍ତାରେ ଡାକ୍ତରଖାନା ମଧ୍ୟ ଯାତାୟାତ କରିଥାନ୍ତି l ରାସ୍ତା ଉପରେ ପାଣି ପ୍ରବାହିତ ହେଉ ଥିବାରୁ ଲୋକେ ବହୁ ଅସୁବିଧାର ସହ ଲୋକେ ଯାତାୟାତ କରୁଛନ୍ତି l