ବିନିକାରେ ଲୋକଙ୍କ ଭୋଟ୍ ଜିତିବାକୁ ଜୋରଦାର ପ୍ରଚାର,ରୋଡ୍ ଶୋ’ କରି ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ବିନିକା ୧୧/୫: ୨୦୨୪ ନିର୍ବାଚନ ପାଇଁ ରାଜନୀତି ସରଗରମ । ଗାଁଠୁ ସହର ସବୁଠି ଜମୁଛି ପ୍ରଚାର । ବୀରମହାରାଜପୁରରୁ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଓ ବଲାଙ୍ଗୀର ବିଜେଡି ଲୋକସଭା ପ୍ରାର୍ଥୀ ସୁରେଶ ସିଂ ଭୋଇ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଉଭୟ ନେତା ପ୍ରଥମେ ଶତାଧିକ କର୍ମୀଙ୍କ ସହ ବିନିକା ସ୍ଥିତ ବିଜେଡି ଅଫିସରୁ ବାହାରି ରଥପଡା,ଚଣ୍ଡିପଡା,କଂସାରିପଡା,ଦଣ୍ଡସେନାପଡା ଦେଇ ପୁରୁଣା ଗପ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ସହରର ଗଳିକନ୍ଦି ପରିକ୍ରମା କରି ଯୋଗେଶ୍ବର ମନ୍ଦିର ଯାଏ ରୋଡ୍ ସୋ’ କରିଛନ୍ତି ।
ବିନିକା ୧୧/୫: ୨୦୨୪ ନିର୍ବାଚନ ପାଇଁ ରାଜନୀତି ସରଗରମ । ଗାଁଠୁ ସହର ସବୁଠି ଜମୁଛି ପ୍ରଚାର । ବୀରମହାରାଜପୁରରୁ ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଓ ବଲାଙ୍ଗୀର ବିଜେଡି ଲୋକସଭା ପ୍ରାର୍ଥୀ ସୁରେଶ ସିଂ ଭୋଇ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।
ଉଭୟ ନେତା ପ୍ରଥମେ ଶତାଧିକ କର୍ମୀଙ୍କ ସହ ବିନିକା ସ୍ଥିତ ବିଜେଡି ଅଫିସରୁ ବାହାରି ରଥପଡା,ଚଣ୍ଡିପଡା,କଂସାରିପଡା,ଦଣ୍ଡସେନାପଡା ଦେଇ ପୁରୁଣା ଗପ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ସହରର ଗଳିକନ୍ଦି ପରିକ୍ରମା କରି ଯୋଗେଶ୍ବର ମନ୍ଦିର ଯାଏ ରୋଡ୍ ସୋ’ କରିଛନ୍ତି ।