ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି/ପାଟପୁର,୨୩।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ପୋଡ଼ାମାରି ଗ୍ରାମର ଅଜୟ ଗୌଡ଼ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ରାତି ପ୍ରାୟ ସାଢେ ୮ ଟାରେ ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ, ଏଏସଆଇ ସୁଧୀର କୁମାର ନାୟକ ସଦଳବଳେ ଡେଙ୍ଗାଓସ୍ତା ତପ୍ତପାଣି, ପୋଡ଼ାମାରି ଇଲାକାରେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଖବରପାଇ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୮୦ରୁ […] The post ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ appeared first on Dharitri Odia News.

ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି/ପାଟପୁର,୨୩।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ପୋଡ଼ାମାରି ଗ୍ରାମର ଅଜୟ ଗୌଡ଼ଙ୍କୁ ଶନିବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ରାତି ପ୍ରାୟ ସାଢେ ୮ ଟାରେ ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ, ଏଏସଆଇ ସୁଧୀର କୁମାର ନାୟକ ସଦଳବଳେ ଡେଙ୍ଗାଓସ୍ତା ତପ୍ତପାଣି, ପୋଡ଼ାମାରି ଇଲାକାରେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଖବରପାଇ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊଦ୍ଧର୍‌ବ ବୋତଲରେ ଥିବା ୬୭ ଲିଟର ବିଦେଶୀ ମଦ ଜବତ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥାନା ମାମଲା ନଂ. ୫୦୬/୨୪ ଅନୁଯାୟୀ ଆଇଆଇସି ସବ୍ୟସାଚ୍ଚୀ ମଲ୍ଲ ତାଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।

The post ବିଭିନ୍ନ ବ୍ରାଣ୍ଡର ୧୮୦ରୁ ଊର୍ଦ୍ଧ୍ୱ ବୋତଲ ବିଦେଶୀ ମଦ ଜବତ: ଜେଲ୍‌ ଗଲେ ଅଭିଯୁକ୍ତ appeared first on Dharitri Odia News.