ବିରୋଧୀ ଦଳ ନେତା ହେଲେ ନବୀନ
ଭୁବନେଶ୍ୱର,୧୯ା୬: ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ହିଁ ଚୟନ କରାଯାଇଛି। ନବୀନ ପ୍ରଥମ ଥର ବିରୋଧୀ ଦଳ ନେତା ହୋଇଛନ୍ତି। ୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ସେ ବିରୋଧୀ ଦଳ ନେତା ହୋଇଛନ୍ତି । ସେହିପରି ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହୋଇଥିବା ବେଳେ ପ୍ରମିଳା ମଲ୍ଲିକ ବିରୋଧୀ […] The post ବିରୋଧୀ ଦଳ ନେତା ହେଲେ ନବୀନ appeared first on Dharitri Odia News.
ଭୁବନେଶ୍ୱର,୧୯ା୬: ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ହିଁ ଚୟନ କରାଯାଇଛି। ନବୀନ ପ୍ରଥମ ଥର ବିରୋଧୀ ଦଳ ନେତା ହୋଇଛନ୍ତି। ୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ସେ ବିରୋଧୀ ଦଳ ନେତା ହୋଇଛନ୍ତି । ସେହିପରି ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହୋଇଥିବା ବେଳେ ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ, ପ୍ରତାପ ଦେବ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ହୋଇଛନ୍ତି।
The post ବିରୋଧୀ ଦଳ ନେତା ହେଲେ ନବୀନ appeared first on Dharitri Odia News.