ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ
ଭୁବନେଶ୍ୱର,୮ା୨(ଅନିଲ ଦାସ): ରାଜ୍ୟ ସରକାର ଯେତେ ଯାହା ବିକାଶ କଲେ ମଧ୍ୟ ବିରୋଧୀ ଦଳଙ୍କୁ ତାହା ଦେଖାଯାଉନାହିଁ। ଯେକୌଣସି କଥାରୁ ଖିଅ ବାହାର କରିବା ବିରୋଧୀଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, ପରୀ ମାମଲାରେ ଦୋଷୀଙ୍କୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ। ମୁଁ ସେମାନଙ୍କର ଡାଇଭଲ ବଟିକା ଭଳି କାମ ଦେଉଛି। ମୋ’ କଥା ନ କହିଲେ ସେମାନଙ୍କର ହଜମ ହେଉନାହିଁ। The post ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ appeared first on Dharitri Odia News.
ଭୁବନେଶ୍ୱର,୮ା୨(ଅନିଲ ଦାସ): ରାଜ୍ୟ ସରକାର ଯେତେ ଯାହା ବିକାଶ କଲେ ମଧ୍ୟ ବିରୋଧୀ ଦଳଙ୍କୁ ତାହା ଦେଖାଯାଉନାହିଁ। ଯେକୌଣସି କଥାରୁ ଖିଅ ବାହାର କରିବା ବିରୋଧୀଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, ପରୀ ମାମଲାରେ ଦୋଷୀଙ୍କୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ। ମୁଁ ସେମାନଙ୍କର ଡାଇଭଲ ବଟିକା ଭଳି କାମ ଦେଉଛି। ମୋ’ କଥା ନ କହିଲେ ସେମାନଙ୍କର ହଜମ ହେଉନାହିଁ।
The post ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା: ଅରୁଣ ସାହୁ appeared first on Dharitri Odia News.