ବିଲ ମଝିରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର
ବାରିପଦା: ଆଜି ପୁରୀ ବେଳାଭୂମିରେ ପାଳନ ହେଉଛି ନୌସେନା ଦିବସ। ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏହି ପରିପ୍ରେକ୍ଷୀରେ ନୌସେନାର ଏକ ହେଲିକପ୍ଟରର ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅମର୍ଦ୍ଦା ନିକଟର ବୁଧବାର ଜରୁରୀ ଅବତରଣ କରିଛି। ଅବତରଣ ପରେ ହେଲିକପ୍ଟରରଟି ୫ରୁ ୧୦ ମିନିଟ ରହଣି ପରେ ପୁଣି ଉଡାଣ ଆରମ୍ଭ କରିଥିଲା। କେଉଁ ପରିସ୍ଥିତିରେ ହେଲିକପ୍ଟରଟି ଜରୁରୀ ଅବତରଣର କରିଥିଲା ତାହାର କାରଣ ଜଣାପଡ଼ି ନାହିଁ।