ବିଲରେ କାମ କରିବା ହେଲା କାଳ, ବଜ୍ରପାତରେ ଚାଲିଗଲା ଦୁଇ ଜୀବନ

ଭଦ୍ରକ ୭।୭: ବିଲରେ କାମ କରୁଥିବା ବେଳେ ବଜ୍ରପାତ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ହରସିଂହପୁର ଅଞ୍ଚଳର ୩ ଜଣ ବିଲରେ କାମ କରୁଥିଲେ । ବଜ୍ରାଘାତରେ ନିଲୁ ମହାରଣା ଓ ରୁଗନ ମହାରଣାଙ୍କର ମୃତ୍ୟୁ ହୋଇଥିବା ବେଳେ ଗିରିଧାରୀ ମହାଳିକ ଗୁରୁତର ହୋଇଛନ୍ତି । ବଜ୍ରାଘାତ ପରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ମେଡିକାଲରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।You Can Read:ବଡ ଦେଉଳ ନିକଟରେ ପହଞ୍ଚିଲା ବ୍ରହ୍ମ ତାଳଧ୍ୱଜ, ମଙ୍ଗଳବାର ହେବ ମହାପ୍ରଭୁଙ୍କର ରଘୁନାଥଜୀଉ ବେଶ

ବିଲରେ କାମ କରିବା ହେଲା କାଳ, ବଜ୍ରପାତରେ ଚାଲିଗଲା ଦୁଇ ଜୀବନ

ଭଦ୍ରକ ୭।୭: ବିଲରେ କାମ କରୁଥିବା ବେଳେ ବଜ୍ରପାତ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ହରସିଂହପୁର ଅଞ୍ଚଳର ୩ ଜଣ ବିଲରେ କାମ କରୁଥିଲେ । ବଜ୍ରାଘାତରେ ନିଲୁ ମହାରଣା ଓ ରୁଗନ ମହାରଣାଙ୍କର ମୃତ୍ୟୁ ହୋଇଥିବା ବେଳେ ଗିରିଧାରୀ ମହାଳିକ ଗୁରୁତର ହୋଇଛନ୍ତି । ବଜ୍ରାଘାତ ପରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ମେଡିକାଲରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।

You Can Read:

ବଡ ଦେଉଳ ନିକଟରେ ପହଞ୍ଚିଲା ବ୍ରହ୍ମ ତାଳଧ୍ୱଜ, ମଙ୍ଗଳବାର ହେବ ମହାପ୍ରଭୁଙ୍କର ରଘୁନାଥଜୀଉ ବେଶ