ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖିବ ନୂଆ କଂସ : ଭୁବନେଶ୍ୱର ପ୍ରଧାନ କଂସ ଭୂମିକା ପାଇଁ ମନୋନୀତ
ବରଗଡ: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ରୂପେ ପରିଚିତ ବରଗଡ଼ ଧନୁଯାତ୍ରାରେ ଚଳିତ ବର୍ଷ ନୂଆ କଂସ ଦେଖିବାକୁ ମିଳିବେ। ଭୁବନେଶ୍ୱର ପ୍ରଧାନ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି। ଚୟନ ପ୍ରକିୟାରେ ସାମିଲ ଥିବା ଆର୍ତ୍ତତ୍ରାଣ ସୁନାନୀ , ଜଗଦାନନ୍ଦ ମିଶ୍ର ଓ ସୁଶୀଲ କୁମାର ମେହେରଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ ନୂଆଁ କଂସ ଭାବେ ଚୟନ ହୋଇଛନ୍ତି।