ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡ଼ିଲେ ହଲିଉଡ୍ ଷ୍ଟାର

ମୁମ୍ବାଇ,୪।୫: ୨୦୨୫ ମସିହାରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକା Esquire ମାଗାଜିନ ଦ୍ୱାରା ପ୍ରକାଶିତ ହୋଇଛି। ପ୍ରଥମ ତିନୋଟି ସ୍ଥାନରେ ଯଥାକ୍ରମେ ଆର୍ନଲ୍ଡ ଶ୍ୱାର୍ଜେନେଗର, ଡ୍ୱେନ ‘ଦି ରକ୍’ ଜନସନ୍ ଏବଂ ଟମ୍ କ୍ରୁଜ୍ ଅଛନ୍ତି। ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ପ୍ରାୟ ୭,୩୦୦ କୋଟି ଟଙ୍କା (ପ୍ରାୟ ୮୭୬.୫ ମିଲିୟନ୍ ଡଲାର) ଅଟେ। ତାଲିକାରେ ଅନ୍ୟ ଅଭିନେତାଙ୍କ ମଧ୍ୟରେ ଜେରି ସୀନ୍‌ଫେଲ୍ଡ, […] The post ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡ଼ିଲେ ହଲିଉଡ୍ ଷ୍ଟାର appeared first on Dharitri Odia News.

ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡ଼ିଲେ ହଲିଉଡ୍ ଷ୍ଟାର

ମୁମ୍ବାଇ,୪।୫: ୨୦୨୫ ମସିହାରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକା Esquire ମାଗାଜିନ ଦ୍ୱାରା ପ୍ରକାଶିତ ହୋଇଛି। ପ୍ରଥମ ତିନୋଟି ସ୍ଥାନରେ ଯଥାକ୍ରମେ ଆର୍ନଲ୍ଡ ଶ୍ୱାର୍ଜେନେଗର, ଡ୍ୱେନ ‘ଦି ରକ୍’ ଜନସନ୍ ଏବଂ ଟମ୍ କ୍ରୁଜ୍ ଅଛନ୍ତି। ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ପ୍ରାୟ ୭,୩୦୦ କୋଟି ଟଙ୍କା (ପ୍ରାୟ ୮୭୬.୫ ମିଲିୟନ୍ ଡଲାର) ଅଟେ।

ତାଲିକାରେ ଅନ୍ୟ ଅଭିନେତାଙ୍କ ମଧ୍ୟରେ ଜେରି ସୀନ୍‌ଫେଲ୍ଡ, ଟାଇଲର ପେରି, ଜର୍ଜ କ୍ଲୁନୀ, ବ୍ରାଡ ପିଟ୍, ଟମ୍ ହ୍ୟାଙ୍କସ, ରବର୍ଟ ଡି ନିରୋ ଏବଂ ଜାକି ଚାନ୍ ପ୍ରମୁଖ ଅଛନ୍ତି। ଶାହରୁଖଙ୍କ ସମ୍ପତ୍ତିର ମୁଖ୍ୟ ଉତ୍ସ ହେଉଛି ତାଙ୍କର ବ୍ଲକବଷ୍ଟର ଚଳଚ୍ଚିତ୍ର ଯେପରିକି ‘ପଠାନ’ ଓ ‘ଜଓ୍ୱାନ’, ସ୍ମାର୍ଟ ନିବେଶ ଏବଂ ବ୍ୟାପାରିକ ଉଦ୍ୟୋଗ।

The post ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡ଼ିଲେ ହଲିଉଡ୍ ଷ୍ଟାର appeared first on Dharitri Odia News.